ଆଜିଠାରୁ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଆଜି ସ୍ଥାୟୀ କମିଟି ରିପୋର୍ଟ ଉପସ୍ଥାପନ, ୧୨ରୁ ଖର୍ଚ୍ଚଦାବି ଆଲୋଚନା, ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍‌ ଭୁବନେଶ୍ୱର: ରାଜ୍ୟ ବିଧାନସଭା ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌କୁ ଅନୁମୋଦନ ମିଳିବ। ପ୍ରଥମ ପର୍ଯ୍ୟାୟ ଗତ ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିଲା। ୨୩ ତାରିଖରେ ବଜେଟ୍‌ ଉପସ୍ଥାପନ ହୋଇଥିଲେ ହେଁ, ମାର୍ଚ୍ଚ ୩୧ ତାରିଖ ଦିନ … Continue reading ଆଜିଠାରୁ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ